ବୈଲକ୍ଷ୍ୟ Ba̲i̱lakshya

  • ସଂ. ବି (ବିଲକ୍ଷ=ଲଜ୍ଜିତ+ଯ) — ଲଜ୍ଜାଶୀଳତା — Bashfuless
  • ସଂ. ବି (ବିଲକ୍ଷ=ଲଜ୍ଜିତ+ଯ) — ବିସ୍ମୟ — Surprise; astonishment
  • ସଂ. ବି (ବିଲକ୍ଷ=ଲଜ୍ଜିତ+ଯ) — ସ୍ୱଭାବର ବୈଲକ୍ଷଣ୍ୟ — Difference of nature