ବୈଲକ୍ଷଣ୍ୟ Ba̲i̱lakshaṇya

  • ସଂ. ବି (ବିଲକ୍ଷଣ+ଭାବାର୍ଥେ. ଯ) — ବିଶିଷ୍ଟତା; ବିଶେଷତ୍ୱ — Peculiarity
  • ସଂ. ବି (ବିଲକ୍ଷଣ+ଭାବାର୍ଥେ. ଯ) — ବିଭିନ୍ନତା — Difference
  • ସଂ. ବି (ବିଲକ୍ଷଣ+ଭାବାର୍ଥେ. ଯ) — ଭାବାନ୍ତର; ପ୍ରକାରାନ୍ତର — Disparity; derangement