ବୈରୋଚନ Ba̲i̱rochana

  • ସଂ. ବି (ବିରୋଚନ+ଅପତ୍ୟାର୍ଥେ ଅ; ଇ) — ବିରୋଚନ ଦୈତ୍ୟର ପୁତ୍ର ବଳି ରାଜା — King Baḻi
  • ସଂ. ବି (ବିରୋଚନ+ଅପତ୍ୟାର୍ଥେ ଅ; ଇ) — ବୁଦ୍ଧଦେବ — The Buddha
  • ସଂ. ବି (ବିରୋଚନ+ଅପତ୍ୟାର୍ଥେ ଅ; ଇ) — ସୂର୍ଯ୍ୟଦେବ — The sun God