ବୈରୂପ୍ୟ Ba̲i̱rūpya

  • ସଂ. ବି (ବିରୂପ+ଭାବାର୍ଥେ ଯ) — ବିରୂପତା — Deformity
  • ସଂ. ବି (ବିରୂପ+ଭାବାର୍ଥେ ଯ) — କଦର୍ଯ୍ଯତା — Ugliness
  • ସଂ. ବି (ବିରୂପ+ଭାବାର୍ଥେ ଯ) — ବିକୃତଭାବ — Unnatural condition; deterioration; derangement