ବୈରାଟ Ba̲i̱rāṭa
- ସଂ. ବିଣ. (ବିରାଟ+ଅ) — ବିରାଟ ଦେଶୀୟ — Pertaining to the Birāṭa country
- ସଂ. ବିଣ. (ବିରାଟ+ଅ) — (ଉ—ଆସନ୍ତି ସମ୍ବରକୂଳୁଁ ବୈରାଟ ପଦାତି, ପ୍ରାଂଶୁ ତନୁ। ରାଧାନାଥ ମହାଯାତ୍ରା)
- ସଂ. ବି — ବିରାଟ ଦେଶର ରାଜା — The king of the Birāṭa country
- ସଂ. ବି — ଇନ୍ଦ୍ର ଗୋପ କୀଟ; ସାଧବଘରବୋହୁ ପୋକ — Cochineal; velet insect