ବୈରାଗ୍ୟ Ba̲i̱rāgya

  • ସଂ. ବି (ବିଭାଗ+ଭାବାର୍ଥେ. ଯ) — ସଂସାର ପ୍ରତି ଅନାସକ୍ତି; ସଂସାର ପ୍ରତି ବିରକ୍ତି ବା ଔଦାସୀନ୍ୟ — Indifference to wordly concerns
  • ସଂ. ବି (ବିଭାଗ+ଭାବାର୍ଥେ. ଯ) — ସଂସାର ବିରାଗୀର ଧର୍ମ — The ways of an anchorite
  • ସଂ. ବି (ବିଭାଗ+ଭାବାର୍ଥେ. ଯ) — ବିବେକ — Conscience
  • ସଂ. ବି (ବିଭାଗ+ଭାବାର୍ଥେ. ଯ) — [ଦ୍ର—ବୈରାଗ୍ୟଦ୍ୱାରା ସଂସାର ପ୍ରତି ବିରକ୍ତି ଓ ସଂସାର ତ୍ୟାଗର ଭାବ ସୂଚିତ ହୁଏ।
  • ସଂ. ବି (ବିଭାଗ+ଭାବାର୍ଥେ. ଯ) — ବିବେକଦ୍ୱାରା ସତ୍ ଅସତ୍ ପ୍ରଭେଦ ଜ୍ଞାନ, ପ୍ରକୃତି ଓ ପୁରୁଷ ମଧ୍ୟରେ ପ୍ରଭେଦ ଜ୍ଞାନ, ସମ୍ୟକ ବିଚାର ଜନିତ ଜ୍ଞାନ ଓ ମିଥ୍ୟା ପ୍ରତି ଅନାସକ୍ତି ସୁଚିତ ହୁଏ।]