ବୈମାନିକ Ba̲i̱mānika
- ସଂ. ବିଣ. ପୁଂ (ବିମାନ+ଇକ) — ବିମାନ ସମ୍ବନ୍ଧୀୟ — Relating to an aerial car or balloon
- ସଂ. ବିଣ. ପୁଂ (ବିମାନ+ଇକ) — ବିମାନଚାରୀ — Travelling by means of cars or aeroplanes
- ସଂ. ବି. ପୁଂ — ବିମାନଚାଳକ — The driver of a car
- ସଂ. ବି. ପୁଂ — ବିମାନାରୋହୀ ବ୍ୟକ୍ତି — A passenger in a car