ବୈନାୟିକ Ba̲i̱nāyika

  • ସଂ. ବିଣ (ବିନୟ+ଇକ) — ବିନୟ ସମ୍ବନ୍ଧୀୟ — Relating to humility or modesty
  • ସଂ. ବି — ଯୁଦ୍ଧରଥ — War-chariot
  • ସଂ. ବି — (ବିନାୟ=ଖଣ୍ଡନ+ଇକ; ଯେ ହିନ୍ଦୁ ଧର୍ମ ମତକୁ ଖଣ୍ଡନ କରେ) ବୌଦ୍ଧ — A Buddhist