ବୈନାଶିକ Ba̲i̱nāṡika

  • ସଂ. ବିଣ (ବିନାଶ+ଇକ) — କ୍ଷଣସ୍ଥାୟୀ; କ୍ଷଣ— ଭଙ୍ଗୁର — Transient; fleeting
  • ସଂ. ବିଣ (ବିନାଶ+ଇକ) — ଯାହା ଅବଶ୍ୟ ବିନଷ୍ଟ ହେବ — Subject to decay
  • ସଂ. ବି — ନାଡ଼ୀ ନକ୍ଷତ୍ରବିଶେଷ — An astrological star
  • ସଂ. ବି — ବୁଢ଼ିଆଣୀ; ଲୁତା — Spider
  • ସଂ. ବି — ଦାସ — A slave
  • ସଂ. ବି — ଜ୍ୟୋତିଷୀ — An astrologer