ବୈନତେୟ Ba̲i̱natya

  • ସଂ. ବି. ପୁଂ (ବିନତା+ଅପତ୍ୟାର୍ଥେ ଏୟ) — ବିନତା ନନ୍ଦନ — Son of Binatā
  • ସଂ. ବି. ପୁଂ (ବିନତା+ଅପତ୍ୟାର୍ଥେ ଏୟ) — ଅରୁଣ — Dawn personified
  • ସଂ. ବି. ପୁଂ (ବିନତା+ଅପତ୍ୟାର୍ଥେ ଏୟ) — ଗରୁଡ଼ — The mythological king of birds and the carrier of Bishṇu on his back