ବୈଧାତ୍ରୀ Ba̲i̱dhātrī

  • ସଂ. ବି. ସ୍ତ୍ରୀ (ବୈଧାତ୍ର+ ଈ) — ବ୍ରାହ୍ମୀ ଶାଗ — A kind of potherb
  • ସଂ. ବି. ସ୍ତ୍ରୀ (ବୈଧାତ୍ର+ ଈ) — ବ୍ରାହ୍ମଣଝାଟିଆ (ଦେଖ) — Brāhmaṇa jhāṭiā (See)