ବୈଧର୍ମ୍ମ୍ୟ Ba̲i̱dharmmya
- ସଂ. ବି (ବିଧର୍ମ+ଭାବ. ଯ) — ନାସ୍ତିକତା — Atheism
- ସଂ. ବି (ବିଧର୍ମ+ଭାବ. ଯ) — ନିଜ ଧର୍ମ ପାଳନ ନ କରିବା — Heterodoxy in religious matters
- ସଂ. ବି (ବିଧର୍ମ+ଭାବ. ଯ) — ଏକ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିବାର ଅବସ୍ଥା — Apostacy
- ସଂ. ବି (ବିଧର୍ମ+ଭାବ. ଯ) — ଅସାମଞ୍ଜସ୍ୟ — Dissimilarity; difference
- ସଂ. ବି (ବିଧର୍ମ+ଭାବ. ଯ) — ବୈପରୀତ୍ୟ — Contrariety