ବୈଧବ୍ୟ କାତରା Ba̲i̱dhabya kātarā

  • ସଂ. ବିଣ. ସ୍ତ୍ରୀ ( 3 ୟା ତତ୍) — ବିଧବା ହେବାଯୋଗୁ ଅତ୍ୟନ୍ତ ଶୋକ ବିହ୍ୱଳା — Over whelmed with the grief of widowhood