ବୈଦେହୀଶବିଳାସ Ba̲i̱dehīṡabiḻāsa

  • ଦେ. ବି (ଆଧୁନିକ) — ଉପେନ୍ଦ୍ର ଭଞ୍ଜଙ୍କ କୃତ ବୈଦେହୀଶ ବା ଶ୍ରୀରାମଚନ୍ଦ୍ରଙ୍କର ଜୀବନ— ଚରିତାତ୍ମକ ପଦ୍ୟ କାବ୍ୟ ବିଶେଷ — Name of an Oriya epic in 4 volumes by Upendra Bhan̄ja, depicting the incidents of Rāmachandra's life, in which every line begins with the letter 'ba'
  • ଦେ. ବି (ଆଧୁନିକ) — [ଦ୍ର—ଏହି ପୁସ୍ତକ 4 ଭାଗରେ ବିଭକ୍ତ ଗୋଟିଏ ପ୍ରକାଣ୍ଡ କାବ୍ୟ ଓ ଏଥିର ପ୍ରତ୍ୟେକ ପଦର ପ୍ରଥମ ଅକ୍ଷର 'ବ' ଅକ୍ଷରରେ ରଚିତ ହୋଇଅଛି। ଏପରି ରଚନାବୈଚିତ୍ର୍ୟ ଓ ଶବ୍ଦ— ପାଣ୍ଡିତ୍ୟ ଅନ୍ୟାନ୍ୟ ଭାଷାର ସାହିତ୍ୟରେ ବିରଳ।] — [ଦ୍ର—ଏହି ପୁସ୍ତକ4ଭାଗରେ ବିଭକ୍ତ ଗୋଟିଏ ପ୍ରକାଣ୍ଡ କାବ୍ୟ ଓ ଏଥିର ପ୍ରତ୍ୟେକ ପଦର ପ୍ରଥମ ଅକ୍ଷର 'ବ' ଅକ୍ଷରରେ ରଚିତ ହୋଇଅଛି ଏପରି ରଚନାବୈଚିତ୍ର୍ୟ ଓ ଶବ୍ଦ— ପାଣ୍ଡିତ୍ୟ ଅନ୍ୟାନ୍ୟ ଭାଷାର ସାହିତ୍ୟରେ ବିରଳ]