ବୈଦେହିକ Ba̲i̱dehika

  • ସଂ. ବିଣ (ବିଦେହ+ ଇକ) — ବିଦେହ ବା ମିଥିଳା ସମ୍ବନ୍ଧୀୟ — Relating to the Mithiḻā country
  • ସଂ. ବିଣ (ବିଦେହ+ ଇକ) — ମିଥିଳାବାସୀ — Residing in Mithiḻā
  • ସଂ. ବିଣ (ବିଦେହ+ ଇକ) — [ଉ—ବ୍ଯବସ୍ଥିତେ ପୁଣ ସଲକ୍ଷଣେ ସେହି ବୈଦେହିକ ଜନେ ଚକୋରକୁ ମୋହି ଭଞ୍ଜ. ବୈଦେହୀଶବିଳାସ।]