ବୈଦେହକ Ba̲i̲̲̲̲dehaka

  • ସଂ. ବି. (ବୈଦେହ+କ) — ନାନା ବାଣିଜ୍ୟ ଦ୍ରବ୍ୟ ସଂଗ୍ରହକାରୀ ବଣିକ୍ — A trader dealing in various sorts of merchandise
  • ସଂ. ବି. (ବୈଦେହ+କ) — ଶୁଦ୍ରପିତୃକ ଓ ବୈଶ୍ୟମାତୃକ ସଙ୍କର ଜାତିବିଶେଷ — A hybrid caste