ବୈଦେଶିକ Ba̲i̱deṡika
- ସଂ. ବିଣ. (ବିଦେଶ+ସମ୍ବନ୍ଧ ଓ ଭବ ଅର୍ଥରେ ଇକ) — ବିଦେଶୀ; ବିଦେଶ ସମ୍ବନ୍ଧୀୟ — Relating to a foreign country
- ସଂ. ବିଣ. (ବିଦେଶ+ସମ୍ବନ୍ଧ ଓ ଭବ ଅର୍ଥରେ ଇକ) — ବିଦେଶାଗତ — Come from a foreign country
- ସଂ. ବିଣ. (ବିଦେଶ+ସମ୍ବନ୍ଧ ଓ ଭବ ଅର୍ଥରେ ଇକ) — ବିଦେଶୋତ୍ପନ୍ନ — Produced in a foreign land
- ସଂ. ବିଣ. (ବିଦେଶ+ସମ୍ବନ୍ଧ ଓ ଭବ ଅର୍ଥରେ ଇକ) — ଭିନ୍ନ ଦେଶବାସୀ — Residing in a foreign country
- ସଂ. ବି — ବିଦେଶୀୟ ବ୍ୟକ୍ତି — Foreigner; a stranger