ବୈଦିକ କାଳ Ba̲i̱dika kāḻa
- ସଂ. ବି (ଆଧୁନିକ ପ୍ରୟୋଗ) — ଭାରତୀୟ ଇତିହାସର ଯେଉଁ ଯୁଗରେ ବେଦ ବିଶେଷଭାବରେ ପ୍ରଚଳିତ ଥିଲା — The vedic age; the age in Indian history when the Bedas were followed
- ସଂ. ବି (ଆଧୁନିକ ପ୍ରୟୋଗ) — [ଦ୍ର—କୌଣସି କୌଣସି ପଣ୍ଡିତ କହନ୍ତି ଯେ ଏହା ଆଜକୁ 7000 ବର୍ଷ ପୂର୍ବର କାଳ।] — [ଦ୍ର—କୌଣସି କୌଣସି ପଣ୍ଡିତ କହନ୍ତି ଯେ ଏହା ଆଜକୁ7000ବର୍ଷ ପୂର୍ବର କାଳ]