ବୈଡ୍ୟ ସଙ୍କର Ba̲i̱dya saṅkara

  • ସଂ. ବିଣ (ବୈଦ୍ୟକ) — ଏକ କାଳରେ ପରସ୍ପର ପରାମର୍ଶ ବିନା ଭିନ୍ନ ଭିନ୍ନ ଚିକିତ୍ସକଙ୍କଦ୍ୱାରା ଚିକିତ୍ସିତ ହେବା (ରୋଗ) — (sickness of a person) Which is being treated simultaneously by different physicians without reference to or consultation with each other