ବୈଡ୍ୟ ଚନ୍ଦ୍ର Ba̲i̱dya chandra
- ସଂ. ବି—( 7 ମୀ ତତ୍) — ଶ୍ରେଷ୍ଠ ବୈଦ୍ଯ — An eminent physician
- ସଂ. ବି—( 7 ମୀ ତତ୍) — [ଉ—ବାଣୀ ନ୍ୟାସୁଁ ବୈଦ୍ଯ ଚନ୍ଦ୍ର ସୁଷେଣ ତ୍ୱରିତ। ଭଞ୍ଜ. ବୈଦେହୀଶବିଳାସ।]
- ସଂ. ବି—( 7 ମୀ ତତ୍) — ଶ୍ରେଷ୍ଠ ବୈଦ୍ଯଙ୍କୁ ରାଜଦତ୍ତ ଉପାଧି ବିଶେଷ — A title bestowed on eminent physicians