ବୈଡାଳ ବ୍ରତ Ba̲i̱ṟḍ̠āḻa brata

  • ସଂ. ବି—(ବିଡ଼ାଳ+ଅ;+ବ୍ରତ) — ନିଜର ପାପ କର୍ମ ଗୋପନ କରି ନିଜକୁ ଧାର୍ମିକ ବୋଲି ପରିଚିତ କରାଇବା; ଭଣ୍ଡ ତପସ୍ୱିତା — Hypocricy