ବୈଜୟନ୍ତୀ Ba̲i̱jyantī
- ସଂ. ବି (ବୈଜୟନ୍ତ+ଈ) — ପତାକା — Flag; banner
- ସଂ. ବି (ବୈଜୟନ୍ତ+ଈ) — ଜାନୁ ପର୍ଯ୍ୟନ୍ତ ଲମ୍ବିତ ପଞ୍ଚବର୍ଣ୍ଣ— ମୟୀ ମାଳା — A five-coloured garland reaching the thighs
- ସଂ. ବି (ବୈଜୟନ୍ତ+ଈ) — ବିଷ୍ଣୁଙ୍କ କଣ୍ଠସ୍ଥ ମାଳା — The garland of Bishṇu
- ସଂ. ବି (ବୈଜୟନ୍ତ+ଈ) — ଅଧିରୋହିଣୀ; ନିଶୁଣୀ — Ladder; staircase
- ସଂ. ବି (ବୈଜୟନ୍ତ+ଈ) — ଧନିଚା ବା ଜୟନ୍ତୀ ବୃକ୍ଷ — Name of a plant; Eychonomene Sesban