ବୈଜ୍ଞାନିକ Ba̲i̱jn̄anika

  • ସଂ. ବିଣ — (ଆଧୁନିକ ପ୍ରୟୋଗ) (ବିଜ୍ଞାନ+ସମ୍ବନ୍ଧ ଓ ଜ୍ଞାନାର୍ଥ+ଇକ)—ବିଜ୍ଞାନସମ୍ବନ୍ଧୀୟ — Scientific
  • ସଂ. ବିଣ — ବିଜ୍ଞାନବିଶାରଦ ପଣ୍ଡିତ — A scientist
  • ସଂ. ବିଣ — ବିଶେଷଜ୍ଞ — An expert; a specialist