ବୈଜୁଳିକ Ba̲i̱juḻika

  • ଦେ. ବି — ଜୁଳୁଜୁଳିଆ ପୋକ — Firefly
  • ଦେ. ବି — [ଉ—କେହୁ ବୋଇଲା ଭଲ ଗଗନ ତାରକ। ନୋହିଲେ ବହିଛିକି ଖଡ଼କ୍କୀ ବୈଜୁଳିକ କୃଷ୍ଣସିଂହ ମହାଭାରତ. ବନ।]