ବୈକୁଣ୍ଠ ତୋରାଣୀ Ba̲i̱kunṭha torāṇī

  • ପ୍ରାଦେ. (ପୁରୀ) ବି — ଚନ୍ଦନଯାତ୍ରା ସମୟରେ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଜଳଶାୟୀ ହେଲେ ତାଙ୍କୁ ଯେଉଁ ଦହି ପଖାଳ ଓ ନାଡ଼ିଆଦି ଭୋଗ ଦିଆଯାଏ — The offerings consisting of ricewater mixed with curd and some cakes