ବୈକର୍ତ୍ତନ Ba̲i̱karttana
- ସଂ. ବିଣ (ବିକର୍ତ୍ତନ+ଅ) — ସୂର୍ଯ୍ୟବଂଶୀୟ — Belonging to the Solar dynasty
- ସଂ. ବିଣ (ବିକର୍ତ୍ତନ+ଅ) — ସୌର — Solar
- ସଂ. ବି (ବିକର୍ତ୍ତନ+ଅପତ୍ୟାର୍ଥେ ଅ) — ସୂର୍ଯ୍ୟପୁତ୍ର ଶନି ଗ୍ରହ — The planet Saturn
- ସଂ. ବି (ବିକର୍ତ୍ତନ+ଅପତ୍ୟାର୍ଥେ ଅ) — ଅଙ୍ଗରାଜ କର୍ଣ୍ଣ — King karṇṇa
- ସଂ. ବି (ବିକର୍ତ୍ତନ+ଅପତ୍ୟାର୍ଥେ ଅ) — [ଦ୍ର—ଅଙ୍ଗରାଜ କର୍ଣ୍ଣ ପୂର୍ବେ କବଚ ଓ କୁଣ୍ଡଳ ଦ୍ୱୟ ଛେଦନ କରି ପୁରନ୍ଦରଙ୍କୁ ପ୍ରଦାନ କରିବାରୁ 'ବୈକର୍ତ୍ତନ' ନାମରେ ବିଖ୍ୟାତ ହୋଇଥିଲେ। ମହାଭାରତ; ଅବିବାହିତା କୁନ୍ତୀଙ୍କଠାରୁ ସୂର୍ଯ୍ୟ ଦେବଙ୍କ ଔରସରେ ଏ ଜାତ ହୋଇଥିଲେ।]