ବେ—କସୋର୍ ଖଲାସ୍ ହେବା Be-kasor khalās hebā

  • ଦେ. କ୍ରି. —(କଚିରିଆ)— ବିଚାର ଅଦାଲତରେ ଅଭିଯୁକ୍ତ ବ୍ୟକ୍ତି ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ଅବ୍ୟାହତି ପାଇବା — To be honourably acquitted of a charge