ବେ—କସୁର୍ ଖଲାସ୍ ପାଇବା Be-kasur khalās pāibā

  • ଦେ. କ୍ରି.—(କଚିରିଆ)— ବିଚାର ଅଦାଲତରେ ଅଭିଯୁକ୍ତ ବ୍ୟକ୍ତି ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ଅବ୍ୟାହତି ପାଇବା — To be honourably acquitted of a charge