ବେଢ଼େଇ ହେବା Beṟḍ̠ẖei hebā

  • ଦେ. କ୍ରି — ଖଣ୍ଡେ ଛୋଟ ଲୁଗା ଦେହରେ ଚାରିପାଖେ କେବଳ ଲଜ୍ଜା ନିବାରଣ ପାଇଁ ଘେରାଇ ହୋଇ ପିନ୍ଧିବା (ସ୍ତ୍ରୀ ମାନଙ୍କର ସମ୍ବନ୍ଧରେ) — To warp a small cloth round the body (said of females) merely to conceal nudity