ବେଢ଼ା ପରିକ୍ରମା Beṟḍ̠ẖā parikramā

  • ଦେ. ବି—(ସଂ. ବେଷ୍ଟନୀ+ପରିକ୍ରମା) — ଦେବତାଙ୍କୁ ଦର୍ଶନ କରି ସାରି ଦେଉଳର ଚାରିପାଖେ ବେଢ଼ା ମଧ୍ୟରେ ବୁଲିବା — Act of going round the temple inside the temple enclosure after paying respects to the deity