ବେଡ଼ି ଓପରେ କୋରଡା ନ୍ୟାୟ Beṟḍ̠i opare karaṟḍ̠ā nyāya

  • ଦେ. ପ୍ରବଚନ — ଯାହାକୁ ଶୃଙ୍ଖଳା ଦ୍ୱାରା ଆବଦ୍ଧ କରାଯାଇଥାଏ ତାକୁ ପୁଣି କୋରଡ଼ା ପ୍ରହାର କରିବା ନ୍ଯାଯ; ଦଣ୍ଡିତ ବ୍ୟକ୍ତିକୁ ପୁଣି ଦଣ୍ଡ ଦେବା ନ୍ଯାଯ — Administering further punishment to a person already undergoing one sort of punishment