ବେହୁରୁ ମତି Behurumati

  • ବୈଦେ. ବିଣ. (ଫା. ବେ+ହୁର୍ମତ୍) — ସମ୍ଭ୍ରମହୀନ; ଅସମ୍ମାନିତ — Dishonourable; disrespectful
  • ବୈଦେ. ବିଣ. (ଫା. ବେ+ହୁର୍ମତ୍) — ନିର୍ଲଜ୍ଜ — Shameless
  • ଦେ. ବି — ସମ୍ଭ୍ରମ — Want of dignity
  • ଦେ. ବି — ଅମର୍ଯ୍ଯାଦା — Disrespect