ବେହୀମାଇପ Behīmāipa
- ଦେ. ବି. ସ୍ତ୍ରୀ — ଆପଣାର ବିବାହିତା ପତ୍ନୀ (ରକ୍ଷିତା ସ୍ତ୍ରୀ ନୁହେଁ) — One's married wife (not a concubine)
- ଦେ. ବି. ସ୍ତ୍ରୀ — ଏକାଧିକ ଭାର୍ଯ୍ଯା ମଧ୍ୟରୁ ସନ୍ତାନପ୍ରସବକାରିଣୀ ଭାର୍ଯ୍ଯା — The wife who is the mother of children (as distinguished from one's barren wife or wives)