ବେଷ୍ଟିବା Beshṭibā

  • ଦେ. କ୍ରି — ବେଢ଼ାଇ ହେବା — To be surrounded
  • ଦେ. କ୍ରି — (ଉ—ଦେହରେ ବେଷ୍ଟି ମହାଗିରି, ରହିଲା ବିଶ୍ୱରୂପ ଧରି। ଜଗନ୍ନାଥ. ଭାଗବତ)