ବେଶ୍ମଭୂ Beṡmabhū

  • ସଂ. ବି—(ବେଶ୍ମନ୍=ଗୃହ+ଭୂ=ଭୂମି) — ବାସୋପଯୁକ୍ତ ସ୍ଥାନ — A habitable place
  • ସଂ. ବି—(ବେଶ୍ମନ୍=ଗୃହ+ଭୂ=ଭୂମି) — ଘର— ବାଡି — Homestead