ବେଶ୍ କରିବା Beṡ karibā

  • ଦେ. କ୍ରି — ଆପଣା ମନ ମୁତାବକ କାମ କରିବା — To act according to one's free will
  • ଦେ. କ୍ରି — ଭଲକାର୍ଯ୍ୟ କରିବା — To do well
  • ଦେ. କ୍ରି — ଉତ୍ତମରୂପେ ଆପଣା ଉପରେ ନ୍ୟସ୍ତ କାର୍ଯ୍ୟ ନିର୍ବାହ କରିବା — To conduct one self creditably