ବେଶି Beṡi

  • ଦେ. ବି (ଫା. ବେଶ୍=ବେଶୀ; ଆଧିକ୍ୟ; ଅତିରେକ Excess; surplus; ତୁଳ ସଂ. ବିଶେଷ) — ବହୁତ; ଅଧିକ — Great; large
  • ଦେ. ବି (ଫା. ବେଶ୍=ବେଶୀ; ଆଧିକ୍ୟ; ଅତିରେକ Excess; surplus; ତୁଳ ସଂ. ବିଶେଷ) — ବିଶେଷ; ଅତ୍ୟନ୍ତ — Much
  • ଦେ. ବି (ଫା. ବେଶ୍=ବେଶୀ; ଆଧିକ୍ୟ; ଅତିରେକ Excess; surplus; ତୁଳ ସଂ. ବିଶେଷ) — ଅତ୍ୟଧିକ — Too much
  • କ୍ରି. ବିଣ — ଅତ୍ୟଧିକ ପରିମାଣରେ; ବିଶେଷ ପରିମାଣରେ — Too much
  • ବିଣର ବିଣ — ଅଧିକତର — More than
  • ବିଣର ବିଣ — (ଯଥା—ସେ ମୋଠାରୁ ବେଶି ଧନୀ= ଅଧିକତର ଧନୀ।)