ବେଶାଭୂଷା Beṡabhūshā

  • ସଂ. ବି (ସହଚର) (ବେଶ+ଭୂଷା=ଅଳଙ୍କାର) — ସାଜସଜ୍ଜା; ପୋଷାକ ଓ ଅଳଙ୍କାର — Dress and ornaments
  • ସଂ. ବି (ସହଚର) (ବେଶ+ଭୂଷା=ଅଳଙ୍କାର) — (ଉ—ନାଗରୀଙ୍କ ବେଶଭୂଷାରେ ନଯନ ମଜ୍ଜୁ ଅଛି କୁତୂହଳେ। ରାଧାନାଥ, ପାର୍ବତୀ।)