ବେଶ ପକାଇବା Beṡa pakāibā

  • ଦେ. କ୍ରି — ନଟ ବା ନର୍ତ୍ତକମାନଙ୍କର ବେଶ ବାନ୍ଧିବା — (said of actors) To assume the garb of
  • ଦେ. କ୍ରି — ବେଶ ଆଦିଦ୍ୱାରା ନିଜେ ସଜ୍ଜିତ ହେବା — To be decorated with proper dress