ବେଶ ଧାରକ Beṡa dhāraka
- ସଂ. ବିଣ. ପୁଂ (ବେଶ+ଧାରକ) — ଯେ ବେଶରେ ସଜ୍ଜିତ ହୋଇଥାଏ — Dressed up
- ସଂ. ବିଣ. ପୁଂ (ବେଶ+ଧାରକ) — କୌଣସି ବେଶରେ ସଜ୍ଜିତ — Assuming the garb of
- ସଂ. ବିଣ. ପୁଂ (ବେଶ+ଧାରକ) — କପଟ— ବେଶଧାରୀ — Wearing a mask or disguise
- ସଂ. ବି — ଭଣ୍ଡତପସ୍ୱୀ — 1. An imposter
- ସଂ. ବି — ବହୁରୂପା — The wearer of a mask or disguise