ବେଳାଧିପ Beḻādhipa
- ସଂ. ବି. ( 6 ଷ୍ଠୀ ତତ୍) (ଫଳିତ ଜ୍ୟୋତିଷ) — ଦିନମାନର ଏକାଦିକ୍ରମେ ଆଠ ଭାଗରୁ ପ୍ରତ୍ୟେକ ଭାଗର ଅଧିପତି ଗ୍ରହ — (astrology) The planet said to preside over every succeeding 3 hours of each week day
- ସଂ. ବି. ( 6 ଷ୍ଠୀ ତତ୍) (ଫଳିତ ଜ୍ୟୋତିଷ) — [ଦ୍ର—ରବି, ଶୁକ୍ର, ବୁଧ, ଚନ୍ଦ୍ର, ଶନି, ବୃହସ୍ପତି ଓ ମଙ୍ଗଳ, ଏହି କ୍ରମରେ ଗ୍ରହମାନେ ବେଳାଧିପ ହୁଅନ୍ତି; ଯେଉଁ ଦିନ ଯେଉଁ ବାର ହୁଏ ସେହି ଦିନ ପ୍ରଥମ 3 ଘଣ୍ଟା ସେହି ନାମଧାରୀ ଗ୍ରହ ବେଳାଧିପ ହୁଅନ୍ତି, ତତ୍ପରେ ଉପରୋକ୍ତ କ୍ରମ ଅନୁସାରେ କ୍ରମଶଃ ପରବର୍ତ୍ତୀ ଗ୍ରହମାନେ ବେଳାଧିପ ହୁଅନ୍ତି। ହି. ଶ] — [ଦ୍ର—ରବି, ଶୁକ୍ର, ବୁଧ, ଚନ୍ଦ୍ର, ଶନି, ବୃହସ୍ପତି ଓ ମଙ୍ଗଳ, ଏହି କ୍ରମରେ ଗ୍ରହମାନେ ବେଳାଧିପ ହୁଅନ୍ତି; ଯେଉଁ ଦିନ ଯେଉଁ ବାର ହୁଏ ସେହି ଦିନ ପ୍ରଥମ3ଘଣ୍ଟା ସେହି ନାମଧାରୀ ଗ୍ରହ ବେଳାଧିପ ହୁଅନ୍ତି, ତତ୍ପରେ ଉପରୋକ୍ତ କ୍ରମ ଅନୁସାରେ କ୍ରମଶଃ ପରବର୍ତ୍ତୀ ଗ୍ରହମାନେ ବେଳାଧିପ ହୁଅନ୍ତି ହି. ଶ]