ବେଳସୁଁ Beḻasuñ

  • ଦେ. ଅ — ଆଗରୁ; ପୂର୍ବରୁ — Beforehand
  • ଦେ. ଅ — ସମୟ ଥାଉଁ ଥାଉଁ — When there is still time enough
  • ଦେ. ଅ — (ଉ—ବାଳକେ ମୋର ବୋଲ କର, ବେଳହୁଁ ଗୋବିନ୍ଦ ସୁମର—ଜଗନ୍ନାଥ, ଭାଗବତ।)