ବେଳ ହେବା Beḻa hebā
- ଦେ ବି — କୌଣସି କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ସମୟ ବା ମୁହୂର୍ତ୍ତ ଉପସ୍ଥିତ ହେବା — The arrival of the fixed or proper moment for the doing of an act
- ଦେ ବି — କୌଣସି କାର୍ଯ୍ୟ ପାଇଁ ଅବସର ମିଳିବା — Getting of leisure for doing a work
- ଦେ ବି — ସକାଳଠାରୁ କ୍ରମଶଃ ଦିବସର କାଳ ଅଗ୍ରସର ହେବା — Advance of the day from morning