ବେଳା Beḻā

  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ବେଳ; ସମୟ; କାଳ — Time
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଋତୁ — Season
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଦିବସ; ଦିବାଭାଗ — Day time
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — କାଳବିଭାଗ — Division of time
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଇଂରେଜି ଏକ ଘଣ୍ଟା ପରିମିତ କାଳ; ହେରା; (ଚତୁ— ର୍ବିଂଶତି ବେଳାଭି ରହୋରାତ୍ରଂ ପ୍ରଚକ୍ଷତେ) — A period of one hour
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଅବସର — Leisure
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ସୁବିଧା; ସୁଯୋଗ — Opportunity; opportune moment
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ସୀମା — Limit
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ସମୁଦ୍ର — The sea
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ରାଗ; ରସ — Juice; humour; passion
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ନଦୀର ବା ସମୁଦ୍ରର ତୀର — Shore
  • ସଂ. ବି (ବେଳ୍ ଧାତୁ= ଚଞ୍ଚଳ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଜଳ — Water