ବେଳ ଧରିବା Beḻa dharibā

  • ଦେ. କ୍ରି (ସଂ. ବେଳ+ଧୃ ଧାତୁ) — ବିବାହାଦିର ଉପଯୁକ୍ତ ମୁହୂର୍ତ୍ତ ବା ଲଗ୍ନ ଗଣନାଦି ଦ୍ୱାରା ସ୍ଥିର କରିବା — To ascertain the astrologically auspicious proper moment for marriage etc