ବେଳ ଘଟିବା Beḻa ghaṭibā

  • ଦେ. ବି — କୌଣସି କାର୍ଯ୍ୟ ପାଇଁ ଯଥେଷ୍ଟ ସମୟ ଓ ଅବସର ମିଳିବା — To find time for doing a thing
  • ଦେ. ବି — ପାଳି ପଡ଼ିବା — The arrival of one's turn