ବେଳ କାଳ Beḻa kāḻa
- ଦେ. ବି—(ସହଚର)—(ସଂ. ବେଳା+କାଳ) — ସମୟ — Time
- ଦେ. ବି—(ସହଚର)—(ସଂ. ବେଳା+କାଳ) — [ଉ—ଭୋଗ ସଂଯୋଗ ବେଳକାଳ। କହିଲେ ସବୁ ଏ ଯୁଗଳ। ଭୂପତି. ପ୍ରେମ— ପଞ୍ଚାମୃତ।]
- ଦେ. ବି—(ସହଚର)—(ସଂ. ବେଳା+କାଳ) — ଉପଯୁକ୍ତ ସମୟ — Proper time or moment
- ଦେ. ବି—(ସହଚର)—(ସଂ. ବେଳା+କାଳ) — [ଉ—ଏତ ବେଳ କାଳ ହୋଇ ଅଛି ତୋହର, ଏଥିରେ ବଳ କିପାଁ ନ କରୁ କୁମର। କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।]