ବେଲ୍ ବୁଟା Bel buṭā

  • ବୈଦେ. ବି. (ଫା) — ଲୁଗାରେ ଓ ଲୁଗା ଓ ଲୁଗା ଧଡିରେ ଛୁଞ୍ଚି ଦ୍ୱାରା କରା ଯାଇଥିବା ଫୁଲ, ଲତା ଓ ବିନ୍ଦୁମାନ — Embroidery work wrought on cloth in the shape of flowers, creepers and stars