ବେଲ୍ ଫୁଲ୍ Bel phula

  • ଦେ. ବି. (ଫା. ବେଲା; ବଂ. ବେଲ ଫୁଲ୍ ବଙ୍ଗଳାରୁ ଅନୁକୃତ) — ମଲ୍ଲୀ ଫୁଲ — Jasmine
  • ଦେ. ବି. (ଫା. ବେଲା; ବଂ. ବେଲ ଫୁଲ୍ ବଙ୍ଗଳାରୁ ଅନୁକୃତ) — ମଲ୍ଲୀ କଢ଼ ଆକୃତିର ମୁଣ୍ଡ ଆଡ଼େ ଗୋଳକ— ସଂଯୁକ୍ତ ସ୍ତ୍ରୀ ଲୋକଙ୍କ କେଶର କଣ୍ଟା — Hair pin of the shape of jasmine buds