ବେଲ୍ ଚକ୍କି Bel chakki

  • ଦେ. ବି (ଫା. ବେଲଚହ୍=ଫାଉଣ୍ଡା+ସଂ. ଚକ୍ର) — କୋଠା କାମ ପାଇଁ ଚୂନକୁ ଘଣା ବୁଲାଇବା ପ୍ରକ୍ରିୟାରେ ପେଷିବାର ପଥର ଚକି — A stone mill for grinding lime
  • ଦେ. ବି (ଫା. ବେଲଚହ୍=ଫାଉଣ୍ଡା+ସଂ. ଚକ୍ର) — [ଦ୍ର—ଯେଉଁଠାରେ ବହୁତ ପେଶା ଚୂନ ଲୋଡ଼ା ହୁଏ ସେଠାରେ ଚୂନ ସଙ୍ଗା ବାଲି ବା ସୁରକୀକୁ ଢିଙ୍କି ଦ୍ୱାରା ନ ମିଶାଇ ଗୋଟିଏ ପରିଧିବିଶିଷ୍ଟ ଗର୍ତ୍ତ କରି ସେ ଗର୍ତ୍ତରେ ଚୂନ ଓ ବାଲି ଆଦି ପୂରାଇ ଘଣା ବୁଲାଇବା ପରି ବଳଦଙ୍କ ଦ୍ୱାରା ପଥର ଚକିକୁ ବୁଲାଇ ପେଶାଯାଏ।]